ଆଜିର ଖବର ଆଜି କରୋନା ଭାଇରସ ଯୋଗୁଁ ୯ ଜଣଙ୍କ ପ୍ରାଣହାନୀ, ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟ ୩୯୯ ରେ ପହଞ୍ଚିଲା ଭୁବନେଶ୍ବର, କରୋନା ଭାଇରସ ଯୋଗୁଁ ଆଜି ରାଜ୍ୟରେ ୯ ଜଣଙ୍କ ପ୍ରାଣହାନୀ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୯ ରେ ପହଞ୍ଚିଛି । ନଅ…