ଆଜିର ଖବର ଲକ୍ଡାଉନ୍ର କରୁଣ ପରିଣତି : ମାତ୍ର ତିନିହଜାର ଟଙ୍କାରେ ଅଢେଇ ମାସର ଶିଶୁକୁ ବିକ୍ରି କଲେ ମାତାପିତା ପଶ୍ଚିମବଙ୍ଗ : ଭୋକ ଆଗରେ ବଳି ପଡିଲା ମାତୃତ୍ବ ଆଉ ମମତା । କରୋନା ମହାମାରୀ ସହ ଲଢେଇ ପାଇଁ ଭାରତରେ ଲକ୍ ଡାଉନ୍ ଜାରି ରହିଛି…