ବିଶେଷ ଖବର ରାଜ୍ୟରେ ପୁଣି ବଢିଲାଣି କରୋନା, ଜାନୁୟାରୀ ଶେଷ ଆଡକୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାର ସମ୍ଭାବନା ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ଆତଙ୍କ ଆରମ୍ଭ ହେଲାଣି। ଆଜିର ଖବର ଅନୁସାରେ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 424 ରେ ପହଞ୍ଚିଲାଣି। ଗତକାଲି ଏହି…