ଆଜିର ଖବର ରାଜ୍ୟରେ ଅଢେଇ ଲକ୍ଷରୁ ଅଧିକ କୋଭିଡ ପରୀକ୍ଷା ହେଲାଣି, ନିୟମ ଭଙ୍ଗ ପାଇଁ 24 ଘଣ୍ଟାରେ 13ଟି ମାମଲା ଭୁବନେଶ୍ବର, ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨ଲକ୍ଷ ୭୪ ହଜାର ୬ ଶହ ୭୨ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୭,୫୪୫…