ଆଜିର ଖବର ସୁପ୍ରିମକୋର୍ଟରେ ପହଞ୍ଚିଲା କୋଭିଶିଲ୍ଡ ମାମଲା, ଆବେଦନକାରୀ କଲେ ଏହି ଦାବି ନୂଆଦିଲ୍ଲୀ: କୋଭିଶିଲ୍ଡ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ବିଶାଲ ତିୱାରୀ ନାମକ ଜଣେ ବ୍ୟକ୍ତି କୋଭିଶିଲ୍ଡ ଟିକା ସମ୍ପର୍କରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବିଶାଲ ତିୱାରୀ ବୃତ୍ତି…