ଆଜିର ଖବର ବିଦ୍ୟାଳୟରେ ପ୍ରଥମ ଥର କ୍ରେଡିଟ୍ ବ୍ୟବସ୍ଥା: ୧୨୦୦ ଘଣ୍ଟା ପାଠପଢ଼ାରେ ମିଳିବ ୪୦ ମାର୍କ ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଆସନ୍ତା ଶିକ୍ଷାବର୍ଷ ଅର୍ଥାତ୍ ୨୦୨୪-୨୫ ଶିକ୍ଷାବର୍ଷରୁ ବିଦ୍ୟାଳୟଗୁଡ଼ିକରେ କ୍ରେଡିଟ୍ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି। ଏହା ଅଧୀନରେ…