ଆଜିର ଖବର ଆଇପିଏଲ-୨୦୨୫ ପାଇଁ ଭାରତ ଫେରିବେ କି ନାହିଁ କଙ୍ଗାରୁ ଖେଳାଳି, କ୍ରିକେଟ ଅଷ୍ଟ୍ରେଲିଆ ଜାରି କଲା ବିବୃତ୍ତି ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁଁ ବନ୍ଦ ହୋଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜିନ୍ ୧୮ ମେ ୧୭ ତାରିଖରୁ ପୁଣି ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁରେ…