ଆଜିର ଖବର ଜମି ପାଇଁ ହାଣିଲେ : ପରିବାରର ୬ ଆହତ ଆନନ୍ଦପୁର: ଜମିଜମା ଘଟଣାରେ ପଡୋଶୀର ଆକ୍ରମଣରେ ଏକ ପରିବାରର ୬ଜଣ ଆହତ ହୋଇଛନ୍ତି । ନନ୍ଦିପଦା ଥାନା ଜମ୍ଭରା ଗ୍ରାମରେ ଏପରି ମରଣାନ୍ତକ ଆକ୍ରମଣ ଘଟଣା ଘଟିଥିବାର…