ଆଜିର ଖବର ପାୟଲ ଏସ୍ ତାଡ୍ବୀ ଆତ୍ମହତ୍ୟା ଘଟଣା : ମୁମ୍ବାଇ ପୋଲିସ୍ ନିକଟରୁ ତଦନ୍ତ ଭାର ଗ୍ରହଣ କରିବ କ୍ରାଇମବ୍ରାଞ୍ଚ ଡାକ୍ତରୀ ଛାତ୍ରୀ ପାୟଲ ଏସ୍ ତାଡ୍ବୀଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ ନେଇଛି। ମୁମ୍ବାଇ ପୋଲିସ୍ ହାତରୁ ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଛି ମୁମ୍ବାଇ…