ବିଶେଷ ଖବର ଅପରାଧୀଙ୍କ ହାତରେ ରାଜନୀତି, ସୁପ୍ରିମ କୋର୍ଟଙ୍କ ନୂଆ ନିର୍ଦ୍ଦେଶ ଅପରାଧୀଙ୍କୁ ରାଜନୀତିରୁ ଦୂରେଇ ରଖିବାରେ ସଫଳ ହେବ କି? କେଦାର ମିଶ୍ର ମାନ୍ୟବର ସୁପ୍ରିମ କୋର୍ଟ ବିଭିନ୍ନ ସମୟରେ ନିର୍ବାଚନକୁ ଅପରାଧମୁକ୍ତ କରିବାଲାଗି ନିର୍ଦ୍ଦେଶ ଦେଇ ଆସୁଛନ୍ତି। ହେଲେ ସୁପ୍ରିମ କୋର୍ଟଙ୍କ ଆଦେଶ ଶୁଣୁଛି କିଏ ବା…