ଆଜିର ଖବର ପେଟ୍ରୋଲ-ଡିଜେଲ ଦର ବଢ଼ିବ ନା କମିବ? IOCର ତୈଳ କ୍ରୟ ଯୋଜନାକୁ ନେଇ ବଢ଼ିଲା ଚର୍ଚ୍ଚା ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ପରିବହନରେ ବାଧା ଭାରତର ଶକ୍ତି ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ଅଶୋଧିତ ତୈଳ ଯୋଗାଣରେ ଅନିଶ୍ଚିତତା ଦେଖାଦେଲେ…