ଆଜିର ଖବର ପଶ୍ଚିମ ଓଡ଼ିଶାକୁ ମିଳିବ ନୂଆ ପର୍ଯ୍ୟଟନ ପରିଚୟ, ହୀରାକୁଦ ପାଇଁ ସରକାରଙ୍କ ବଡ଼ ପ୍ଲାନ୍ ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ନୂଆ ପରିଚୟ ସୃଷ୍ଟି କରିବ ହୀରାକୁଦ। ହୀରାକୁଦ ଜଳଭଣ୍ଡାରକୁ ଏକ ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବାକୁ ରାଜ୍ୟ…