ଆଜିର ଖବର ବୃଦ୍ଧାବସ୍ଥାରେ ଚାଷୀଙ୍କୁ ମିଳିବ ମାସିକ ୩,୦୦୦ ଟଙ୍କା ପେନସନ! ସ୍ୱାମୀ-ସ୍ତ୍ରୀ ଉଭୟ ପାଇପାରିବେ ୬,୦୦୦, ଜାଣନ୍ତୁ ଯୋଜନାର ନିୟମ ଭୁବନେଶ୍ୱର: ଚାଷୀଙ୍କ ପାଇଁ ବଡ଼ ଖବର। ଚାଷ ଜମିରେ ଦିନରାତି ପରିଶ୍ରମ କରୁଥିବା କୃଷକଙ୍କ ବୃଦ୍ଧାବସ୍ଥାକୁ ଆର୍ଥିକ ଭାବେ ସୁରକ୍ଷିତ କରିବା ଲାଗି କେନ୍ଦ୍ର ସରକାର ଆରମ୍ଭ…