ଆଜିର ଖବର ବିଗ୍ନେଶ ପୁଥୁର କିଏ?: ଘରୋଇ କ୍ରିକେଟ୍ ନ ଖେଳି ଆଇପିଏଲରେ କଲେ ପ୍ରବେଶ, MI ପାଇଁ ନେଲେ 3 ୱିକେଟ ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ସ୍ଥାନରେ ଦ୍ୱିତୀୟ ଇନିଂସରେ ଇମ୍ପାକ୍ଟ ପ୍ଲେୟାର ଭାବେ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ବିଗ୍ନେଶ ପୁଥୁରଙ୍କୁ ଆଇପିଏଲରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା।…