ଆଜିର ଖବର ମହମ୍ମଦ ମୋକିମଙ୍କୁ ଝଟକା: ବିଧାୟକ ପଦକୁ ଅସିଦ୍ଧ ଘୋଷଣା କଲେ ଓଡିଶା ଉଚ୍ଚ ନ୍ୟାୟାଳୟ ଭୁବନେଶ୍ଵର: ନିର୍ବାଚନୀ ଅନିୟମିତତା ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟରୁ ଝଟକା ଲାଗିଛି। ବିଧାୟକ ପଦକୁ ଓଡିଶା ଉଚ୍ଚ ନ୍ୟାୟଳୟ ଅସିଦ୍ଧ ଘୋଷଣା କରିଛନ୍ତି।…