ଆଜିର ଖବର Cyclone Update: ସୃଷ୍ଟି ହେଲା ବାତ୍ୟା, ଆଜି ରାତିରେ ଭୀଷଣ ବାତ୍ୟା, କାଲି ଅତିଭୀଷଣ ଭୁବନେଶ୍ବର: ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା “ମୋକା”। ଏହା ଆଜି ମଧ୍ୟ-ରାତ୍ର ସୁଦ୍ଧା ଭୀଷଣବାତ୍ୟା ଏବଂ ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ଏକ…