ଆଜିର ଖବର ସରକାରୀ କର୍ମଚାରୀମାନଙ୍କୁ ବଡ ଉପହାର ଦେଲେ ମୋଦୀ ସରକାର, ବୃଦ୍ଧି କଲେ ମହଙ୍ଗା ଭତ୍ତା ନୂଆଦିଲ୍ଲୀ: ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ମଧ୍ୟ ମୋଦୀ ସରକାର ସରକାରୀ କର୍ମଚାରୀଙ୍କ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ…