ଆଜିର ଖବର ବଢିଲା ସ୍ୱର୍ଣ୍ଣ ପଦକ ଆଶା: ଜାପାନ ଖେଳାଳିଙ୍କୁ ହରାଇ ଫାଇନାଲକୁ ଉନ୍ନୀତ ହେଲେ ନୀତେଶ କୁମାର ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ ଗେମ୍ସରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ବର୍ତ୍ତମାନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ନୀତେଶ କୁମାର SL3 ଫାଇନାଲରେ ପ୍ରବେଶ କରି…