ଆଜିର ଖବର ପାକିସ୍ତାନ ଏବଂ ୟେମେନର ନାଗରିକମାନଙ୍କୁ ଫାଶୀ ଦେଲା ସାଉଦି ଆରବ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ନୂଆଦିଲ୍ଲୀ: ବୁଧବାର ସାଉଦି ଆରବରେ ୭ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ନିଶା କାରବାର ପାଇଁ ଦଣ୍ଡିତ କରାଯାଇଛି। ଅନ୍ୟ…