ଆଜିର ଖବର ଭାରତର ଏହି ସହର ଏବେ କରୋନା ହଟସ୍ପଟ୍ ନୁହେଁ, ବରଂ ବନିଲା ଡେଥସ୍ପଟ୍ : 10 ଦିନରେ 250 ମୃତ୍ୟୁ ଗୁଜୁରାଟ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢିଚାଲିଛି । କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ଗୁଜୁରାଟ ମଧ୍ୟ ରହିଛି ।…