ଆଜିର ଖବର ସୁବାସିତ ଜଳରେ ସ୍ନାନ କଲେ ମହାବାହୁ, ଏବେ ହାତୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ ପୁରୀ: ଆଜି ହେଉଛି ଦେବସ୍ନାନ ପୂର୍ଣ୍ଣିମା। ଏହି ଦିନ ତିନିଠାକରୁ ସୁବାସିତ ଜଳରେ ସ୍ନାନ କରିଥାନ୍ତି। ଆଜି ନିର୍ଦ୍ଦାରିତ ସମୟରେ ମହାପ୍ରଭୃ ରତ୍ନ ମଣ୍ଡପରୁ ବାହାରି ସ୍ନାନ…