ଜାତୀୟ ଖବର ମହିଳାଙ୍କ ସୁରକ୍ଷାକୁ ନେଇ ଯୋଗୀ ସରକାରଙ୍କ କଡା ଆଭିମୁଖ୍ୟ: ମାର୍ଗଦର୍ଶିକା ଜାରୀ ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଏସିଏସ୍ ହୋମ ଦୀପକ କୁମାର ସମସ୍ତ ବିଭାଗୀୟ କମିଶନର, ସମସ୍ତ ପୋଲିସ କମିଶନର, ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସମସ୍ତ ବରିଷ୍ଠ…