ଆଜିର ଖବର ‘ଶିବସେନା ସହ ସମ୍ପର୍କରେ AAP ବିଧାୟକ’: ଦିଲ୍ଲୀ ନିର୍ବାଚନରେ ଏକନାଥ ସିନ୍ଦେଙ୍କ ଆଶ୍ଚର୍ଯ୍ୟଜନକ ଦାବି ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି (ଏଏପି) ର କିଛି…