Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଦିଲ୍ଲୀ କ୍ରିକେଟ ଷ୍ଟାଡିୟମକୁ ବୋମା ଧମକ, ‘ପାକିସ୍ତାନ’ର ସ୍ଲିପର ସେଲ୍ ପଠାଇଲା ମେଲ୍

ନୂଆଦିଲ୍ଲୀ: ଦିଲ୍ଲୀ କ୍ରିକେଟ ଷ୍ଟାଡିୟମକୁ ବୋମା ଧମକ ମିଳିଛି। ଯାହାର ସୂଚନା ଦିଲ୍ଲୀ କ୍ରିକେଟ ଆସୋସିଏସନ (ଡିଡିସିଏ) ଦିଲ୍ଲୀ ପୋଲିସକୁ ଦେଇଛି। ଏହି ମେଲ୍ ପାକିସ୍ତାନ ସ୍ଲିପର୍ ସେଲ୍ ରୁ DDCA ପାଖକୁ ଆସିଛି।