ଜାତୀୟ ଖବର ଦିଲ୍ଲୀ ପରେ AAP ହାତରୁ ଖସିଯିବ କି ପଞ୍ଜାବ?: ମିଳିଲା ଦଳବଦଳ ସଂକେତ, ଆଜି କେଜ୍ରିୱାଲଙ୍କ ଜରୁରୀ ବୈଠକ ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ଆମ୍ ଆଦମୀ ପାର୍ଟିର ଭବିଷ୍ୟତ ବିଷୟରେ କଳ୍ପନାଜଳ୍ପନା କିଛି ପରିମାଣରେ ବାସ୍ତବତାରେ ପରିଣତ ହେବାର ସଙ୍କେତ ଦେଉଛି। ବିଜେପି…