ଆଜିର ଖବର ୨୨ ବର୍ଷ ଧରି ଫେରାରଥିବା ସିମି ସଂଗଠନର ଆତଙ୍କବାଦୀଙ୍କୁ ଧରିଲା ଦିଲ୍ଲୀ ପୋଲିସ, ପଳାତକ ଘୋଷିତ କରିଥିଲେ କୋର୍ଟ ନୂଆଦିଲ୍ଲୀ: ୨୨ ବର୍ଷ ଧରି ଫେରାରଥିବା ନିଷିଦ୍ଧ ସଂଗଠନ ସିମିର ସଦସ୍ୟ ହନିଫ ଶେଖଙ୍କୁ ଦିଲ୍ଲୀ ପୋଲିସ ଶେଷରେ ଗିରଫ କରିଛି। ୨୦୦୧ ମସିହାରେ ତାଙ୍କୁ ଦେଶଦ୍ରୋହ…