ଆଜିର ଖବର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଭାବରେ ଫିଟ୍ କି କେ.ଏଲ୍ ରାହୁଲ?: ଆଶ୍ଚର୍ଯ୍ୟଜନକ ଉତ୍ତର ଦେଲେ ଡିସି ମେଣ୍ଟର ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମେଣ୍ଟର କେଭିନ୍ ପିଟରସେନ୍ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଆଇପିଏଲ୍ 2025 ରେ କେ.ଏଲ୍…