ଜାତୀୟ ଖବର ସଂଘର୍ଷ ଏବଂ ପ୍ରତିବାଦରେ ୨୧ ବର୍ଷ ବୟସ୍କ ଯୁବକଙ୍କର ମୃତ୍ୟୁ, କୃଷକମାନେ ଦୁଇ ଦିନ ସ୍ଥଗିତ ରଖିଲେ ‘ଦିଲ୍ଲୀ ଚଲୋ’ ମାର୍ଚ୍ଚ ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ସୀମାରେ କୃଷକମାନେ ମଜବୁତର ସହ ଠିଆ ହୋଇଛନ୍ତି। ଆନ୍ଦୋଳନକାରୀ କୃଷକମାନେ ବୁଧବାର ‘ଦିଲ୍ଲୀ ଚଲୋ’ ମାର୍ଚ୍ଚ ଆରମ୍ଭ କରିଥିଲେ, କିନ୍ତୁ ସେମାନେ…