ଆଜିର ଖବର ଦିଲ୍ଲୀରେ ଏକଲା ଲଢିବ କଂଗ୍ରେସ, ଆପ୍ ସହ ମେଣ୍ଟ ହେବ ନାହିଁ ଦିଲ୍ଲୀରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଶାସକ ଦଳ ଆମ୍ ଆଦମୀ ପାର୍ଟି ସହିତ କଂଗ୍ରେସର ମେଣ୍ଟ ହେବ ନାହିଁ। ଏ ନେଇ କଂଗ୍ରେସ କିମ୍ବା…