ଅନ୍ତରାଷ୍ଟ୍ରୀୟ ଦ୍ୱିପାକ୍ଷିକ ସମ୍ପର୍କ ବଢାଇବା ପାଇଁ କୋପନହେଗାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ତିନି ଇଉରୋପୀୟ ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡେନମାର୍କର ରାଜଧାନୀ କୋପନହେଗାନରେ ପହଞ୍ଚିଛନ୍ତି। ସେଠାରୁ ମୋଦୀ ଏକ ଟୁଇଟ୍ରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫ୍ରେଡ୍ରିକେସନ…