ଆଜିର ଖବର ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା ଚେନ୍ନାଇ: ତାମିଲନାଡୁରେ ଅକ୍ଟୋବର ୬ରେ ହେବାକୁ ଥିବା ଧରାପୁରମ ଓ ମଦୁରାନ୍ଥକମ ଉପନିର୍ବାଚନ ପୂର୍ବରୁ ରାଜନୈତିକ ତାପମାତ୍ରା ବଢ଼ିଛି। ଶୁକ୍ରବାର (୨ ଅକ୍ଟୋବର) ଧରାପୁରମରେ ପ୍ରଚାର କରିବା…