ଆଜିର ଖବର ଜମ୍ମୁ କାଶ୍ମୀର: ୩୦୦ ଫୁଟ ଘାଟିରୁ ଖସିଲା ଟାଭେରା ୧୦ ମୃତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ ପ୍ରକାଶ ଜମ୍ମୁ: ଆଜି ରାମବନ୍ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଏସୟୁଭି ଗଭୀର ଘାଟିରେ ଖସିପଡିରୁ ଦଶ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଶ୍ରୀନଗରରୁ ଜମ୍ମୁ…