ଆଜିର ଖବର ଆଜିଠୁ ରାଜ୍ୟରେ ଡିଜିଟାଲ ଜନଗଣନା ଭୁବନେଶ୍ୱର: ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ଘର ଘର ବୁଲି ଜନଗଣନା କରିବେ ୯୦ହଜାର ୨୦୦ ଅଧିକାରୀ । ୧୫,୧୪୦ ସୁପରଭାଇଜର୍…