ଅପରାଧ ସାଇବର ଠକେଇ ଉପରେ ଅଂକୁଶ ଲଗାଇବାକୁ ଏଫଆରଆଇ ଲାଗୁ କଲା ଦୂରସଞ୍ଚାର ବିଭାଗ ନୂଆଦିଲ୍ଲୀ: ସାଇବର ଠକେଇ ଏବଂ ଆର୍ଥିକ ଅପରାଧର ମୁକାବିଲା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଟେଲିକମ୍ ବିଭାଗ (ଡିଓଟି) ଅଂଶୀଦାରମାନଙ୍କ ସହିତ ‘‘ଆର୍ଥିକ ଠକେଇ ବିପଦ…