ଆଜିର ଖବର 70ତମ ସମ୍ବିଧାନ ଦିବସ :ଡିଜିଟାଲ ପ୍ରଦର୍ଶନୀ ଉଦ୍ଘାଟନ କରିବେ କୋବିନ୍ଦ ନୂଆଦିଲ୍ଲୀ,26/11 :ରାଷ୍ଟ୍ରପତି ରାମନାଥ କୋବିନ୍ଦ 70ତମ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ । ସମ୍ବିଧାନ ଦିବସ…