ଆଜିର ଖବର Salary Slip ବିନା ମିଳିବ Personal Loan, କେମିତି କରିବେ ଆବେଦନ? ନୂଆଦିଲ୍ଲୀ: ହଠାତ୍ ଟଙ୍କାର ଆବଶ୍ୟକତା ପଡ଼ିଲେ ଅନେକ ଲୋକ ବ୍ୟକ୍ତିଗତ ଋଣ ବା ପର୍ସନାଲ ଲୋନ୍ର ସାହାଯ୍ୟ ନେଇଥାନ୍ତି। କିନ୍ତୁ ଋଣ ପାଇଁ ଆବେଦନ କରିବା ସମୟରେ…