ଅନ୍ତରାଷ୍ଟ୍ରୀୟ ଏହି ଭାରତୀୟ କ୍ରିକେଟରଙ୍କ ଡିନର ପ୍ରସ୍ତାବରେ ହଁ ଭରିଲେ ଏଲିସ୍ ପେରୀ! ମୁମ୍ବାଇ/ମେଲବୋର୍ଣ୍ଣ : ଭାରତୀୟ କ୍ରିକେଟର ମୁରଲୀ ବିଜୟଙ୍କ ଡିନର ପ୍ରସ୍ତାବରେ ରାଜି ହୋଇଛନ୍ତି ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ଏଲିସ୍ ପେରୀ । କିଛି ଦିନ ପୂର୍ବରୁ ଏକ…