ଆଜିର ଖବର ଡିପ୍ଥେରିଆ ରୋଗୀଙ୍କ ଉଚ୍ଚତର ଚିକିତ୍ସା ନିମନ୍ତେ କୋରାପୁଟ ଓ ମାଲକାନଗିରି ଗଲେ ବିଶେଷଜ୍ଞ ଦଳ ଭୁବନେଶ୍ୱର: ରାଜ୍ୟ ସରକାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଦେଖାଦେଇଥିବା ଡିପ୍ଥେରିଆ ରୋଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ରୋଗୀମାନଙ୍କର ଉଚ୍ଚତର ଚିକିତ୍ସା ଏବଂ ଏହି ରୋଗ…