ଆଜିର ଖବର ଦୀପାବଳିରେ ୮୦୦୦ ଟଙ୍କା ବୋନସ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ!: ଜାଣନ୍ତୁ ସତ କ’ଣ? ନୂଆଦିଲ୍ଲୀ: ଦୀପାବଳି ପାଖେଇ ଆସୁଛି ଏବଂ ଏପରି ସମୟରେ ସମସ୍ତେ ଦୀପାବଳି ଉପହାର ଓ ବୋନସକୁ ଅପେକ୍ଷା କରିଛନ୍ତି। ଏହି ମଧ୍ୟରେ ଏକ ମେସେଜ ଭାଇରାଲ ହେଉଛି…