ଆଜିର ଖବର ସୁନା ଦରରେ ହ୍ରାସ, ଦୀପାବଳି ସୁଦ୍ଧା ₹୧.୬୫ ଲକ୍ଷ ଛୁଇଁପାରେ! ଭାରତରେ ଉତ୍ସବ ଋତୁ ଆରମ୍ଭ ହୋଇଥିବା ବେଳେ ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଧନତେରସ, ଦୀପାବଳି ଓ ଆଗାମୀ…