ଆଜିର ଖବର DLS ପଦ୍ଧତିର ସୃଷ୍ଟିକର୍ତ୍ତା ଫ୍ରାଙ୍କ ଡକୱର୍ଥଙ୍କର ଦେହାନ୍ତ, ୮୪ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ ନୂଆଦିଲ୍ଲୀ: କ୍ରିକେଟ୍ ପାଇଁ ଡକୱର୍ଥ-ଲୁଇସ୍-ଷ୍ଟର୍ନ (DLS) ନିୟମ ଦେଇଥିବା ଇଂରାଜୀ ପରିସଂଖ୍ୟାନ ବିଶେଷଜ୍ଞ ଫ୍ରାଙ୍କ ଡକୱର୍ଥଙ୍କର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ‘ESPNcricinfo.com’ ର ରିପୋର୍ଟ…