ଆଜିର ଖବର ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଜୀବନ ରକ୍ଷା କଲେ ମହାପ୍ରଭୁ ଜଗନ୍ନାଥ, ISKCON ର ବଡ ଦାବି ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ISKCON ଏକ ବଡ ଦାବି କରିଛି। ISKCON ମନ୍ଦିର କୋଲକାତାର ଉପସଭାପତି ରାଧାରମଣ ଦାସ…