ଜାତୀୟ ଖବର ଏହି ମନ୍ଦିରକୁ ମିଳିଲା ସୁନା, ରୂପା ସହିତ କୋଟି କୋଟିର ଉର୍ଦ୍ଧ୍ଵ ଦାନ: ଗଣତି କରି କରି ଥକିଗଲେ କର୍ମଚାରୀ ନୂଆଦିଲ୍ଲୀ: କର୍ଣ୍ଣାଟକର ଏକ ମନ୍ଦିରକୁ 3,48,69,621 ଟଙ୍କା, 32 ଗ୍ରାମ ସୁନା ଏବଂ 1.24 କିଲୋଗ୍ରାମ ରୂପା ଦାନ କରାଯାଇଛି। ଏହି ମନ୍ଦିର କର୍ଣ୍ଣାଟକର ରାୟଚୁରରେ ଅବସ୍ଥିତ,…