ଜାତୀୟ ଖବର ବିଜେପିକୁ ମିଳିଛି ତିନିଗୁଣା ଚାନ୍ଦା, ଜାଣନ୍ତୁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ମିଳିଛି କେତେ? ନୂଆଦିଲ୍ଲୀ: 2023-24 ମସିହାରେ ଉଭୟ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସର ପାଣ୍ଠିରେ ବୃଦ୍ଧି ଘଟିଥିବାର ଦେଖାଯାଇଛି। ସୂଚନାନୁସାରେ, ବିଜେପି ଚଳିତ ବର୍ଷ ପ୍ରାୟ 2,244 କୋଟି…