ଆଜିର ଖବର ମୁମ୍ବାଇର ଧାରାବୀରୁ ପୁଣି ଆସିଲା 15ଟି ନୂଆ ମାମଲା, ଘର ଘର ବୁଲି କରାଯାଉଛି ସ୍କ୍ରିନିଂ ମୁମ୍ବାଇ : ମୁମ୍ବାଇର ଧାରାବୀ ଅଞ୍ଚଳରେ କରୋନା ଜନିତ 15ଟି ନୂଆ ମାମଲା ସାମ୍ନାକୁ ଆସିଛି । ଧାରାବୀରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ଜନିତ 43ଟି…