ଆଜିର ଖବର ଷ୍ଟାର୍ଟଅପ୍ ଓଡ଼ିଶାର ଏକ୍ସ୍ପିରିୟନ୍ସ୍ ଜୋନ୍: ଛାତ୍ରଛାତ୍ରୀଙ୍କୁ ବେଶ୍ ପସନ୍ଦ ଆସୁଛି ଏହି ପ୍ରଦର୍ଶିନୀ ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା ୨୦୨୫ରେ ଷ୍ଟାର୍ଟଅପ୍ ଓଡ଼ିଶାର ଏକ୍ସ୍ପିରିୟନ୍ସ୍ ଜୋନ୍ ଏକ ପ୍ରମୁଖ ଆକର୍ଷଣ ସାଜିଛି। ଏହା ଛାତ୍ରଛାତ୍ରୀ, ଉଦ୍ୟୋଗୀ ଏବଂ ସାଧାରଣ ଜନତାଙ୍କୁ ନବସୃଜନରର ଅଭିଜ୍ଞତା…