ଆଜିର ଖବର କଂଗ୍ରେସକୁ ଝଟ୍କା : ହାତ ଛାଡି ପଦ୍ମ ଧରିବେ ଖୁସୁବୁ ସୁନ୍ଦର୍ ଚେନ୍ନାଇ : ତାମିଲନାଡୁରେ ସିନେଷ୍ଟାର୍ମାନେ ରାଜନୀତିରେ ପ୍ରବେଶ କରିବା ପରମ୍ପରା ବେଶ୍ ପୁରୁଣା । ଏଠାରେ ବହୁ ଅଭିନେତା, ଅଭିନେତ୍ରୀମାନେ ରାଜନୀତିରେ ନିଜର ଜଲ୍ଓ୍ବା ଦେଖାଇଛନ୍ତି ।…