ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ବିଲେଇ ଜେଲ୍ରୁ ହେଲା ଫେରାର୍ ଶ୍ରୀଲଙ୍କା : ଶ୍ରୀଲଙ୍କାରେ ଏବେ ଡ୍ରଗ୍ସ କାରବାର ବେଶ୍ ସମସ୍ୟା ସୃଷ୍ଟି କରିଛି । ଡ୍ରଗ୍ସ ସ୍ମଗଲିଂ ଅଭିଯୋଗରେ ଏକ ବିଲେଇକୁ ଗିରଫ କରି ଜେଲ୍ରେ ବନ୍ଦ…