ଆଜିର ଖବର ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଥିଲେ ଘନିଷ୍ଠ ସହଯୋଗୀ ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ଦୁଲାଲ ସରକାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦୁଲାଲ ସରକାରଙ୍କୁ ଦିବାଲୋକରେ ବାଇକ୍ ଚଳାଉଥିବା ଦୁର୍ବୃତ୍ତମାନେ ଗୁଳି କରିଛନ୍ତି।…