ଆଜିର ଖବର ଦୁଲୀପ ଟ୍ରଫିରେ ଇଶାନ କିଶନଙ୍କ ଧୂଆଁଧାର ଶତକ, ଏଥର ଟିମ୍ ଇଣ୍ଡିଆରେ ମିଳିବ କି ସୁଯୋଗ? ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ଦୁଲିପ୍ ଟ୍ରଫିରେ ଏକ ଧୂଆଁଧାର ଶତକ ହାସଲ କରିଛନ୍ତି। ବାସ୍ତବରେ ଇଶାନ କିଶାନ ଦୀର୍ଘ ଦିନ…